କଳିଙ୍ଗ ଷ୍ଟାଡିୟମରେ ଫିଫା ଟିମ

କଳିଙ୍ଗ ଷ୍ଟାଡିୟମରେ ଫିଫା ଟିମ

କଳିଙ୍ଗ ଷ୍ଟାଡିୟମରେ ଫିଫା ଟିମ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଫିଫା ଟିମ ଆସିଛନ୍ତି । ଫିଫାର ୨ ଜଣିଆ ପ୍ରତିନିଧି ଦଳ କଳିଙ୍ଗ ଷ୍ଟାଡିୟମରେ ପହଂଚି ଭିର୍ତିଭୂମି ଦେଖୁଛନ୍ତି । ୧୭ ବର୍ଷରୁ କମ ବାଳିକା ବିଶ୍ୱକପ ଫୁଟବଲ ପାଇଁ ସମ୍ପୃକ୍ତ ଅଛନ୍ତି କି ନାହିଁ ଭିତିଭୂମି ତଦାରଖ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ଫୁଟବଲ ଖେଳିବା ଉପଯୁକ୍ତ କି ନାହିଁ ସେ ନେଇ ଅନୁଧ୍ୟାନ କରୁଛନ୍ତି । ୨୦୨୦ରେ ଆୟୋଜନ ହେଉଛି ୧୭ବର୍ଷରୁ କମ ବାଳିକା ବିଶ୍ୱକପ ଫୁଟବଲ ଆୟୋଜନ ହେଉଛି ।