ଆଜି ଓଡିଶା ଆସୁଛନ୍ତି ରାହୁଲ

ଆଜି ଓଡିଶା ଆସୁଛନ୍ତି ରାହୁଲ

ଆଜି ଓଡିଶା ଆସୁଛନ୍ତି ରାହୁଲ
ଭୁବନେଶ୍ୱର : ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ବାଲେଶ୍ୱର ଗସ୍ତରେ ଆସୁଛନ୍ତି । ରେମୁଣାର ନରହରି ପଡିଆରେ ଆୟୋଜିତ ହେବାକୁ ଥିବା କଂଗ୍ରେସ ପରିବର୍ତନ ସଂକଳ୍ପ ସମାବେଶରେ ସେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ ଓଡିଶା କଂଗ୍ରେସ ପ୍ରଭାରୀ ଟି.ଏସ୍. ସିଂହଦେଓ ଓ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ୍ ଯୋଗ ଦେବାର ରହିଛି ।