୧୨ ଘଣ୍ଟିଆ ପଦ୍ମପୁର ବନ୍ଦ

୧୨ ଘଣ୍ଟିଆ ପଦ୍ମପୁର ବନ୍ଦ

୧୨ ଘଣ୍ଟିଆ ପଦ୍ମପୁର ବନ୍ଦ

ପଦ୍ମପୁର: ପଦ୍ମପୁରରେ ଚାଷୀ ମାନଙ୍କ ବନ୍ଦ ପାଳନ । HDFC ARGO କମ୍ପାନୀର ମନମୁଖୀ, ବିଭ୍ରାଟ, ବିଳମ୍ବ, ଅନିୟମିତତା ଏବଂ ଫସଲ ବୀମା ଆଇନକୁ ଉଲ୍ଲଙ୍ଘନ କରୁଥିବା ପ୍ରତିବାଦରେ ବନ୍ଦ ଡାକରା ।

ଆଜି ଅର୍ଥାତି ୧୮ ଜୁଲାଇ ସକାଳ ୬ଟା ରୁ ସନ୍ଧ୍ୟା ୬ ପ୍ରର୍ୟ୍ୟନ୍ତ ପଦ୍ମପୁର ସବଡିଭିନର ସମସ୍ତ ଅଫିସ, ରାସ୍ତା, ଗାଡି ମଟର, ଦୋକାନ ବଜାର ବନ୍ଦ କରିବା ପାଇଁ ରାଜବୋଡ଼ା ସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଡାକରା ଦିଆଯାଇଛି ।

ଏହି ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳ ମାନେ ସମର୍ଥନ ଜଣାଇଛନ୍ତି । ଅନେକ କୃଷକ ସଙ୍ଗଠନ ମାନେ ସକ୍ରିୟ ସହଯୋଗ କରୁଛନ୍ତି । ଏଣୁ ଉକ୍ତ ସମସ୍ୟାର ଗୁରୁତ୍ତ୍ୱତା ଓ ଚାଷୀମାନଙ୍କ ସ୍ୱାର୍ଥ ଲୋକଙ୍କ ମଧ୍ୟ ରହିଛି ।