କରୋନା ଭୟ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି

କରୋନା ଭୟ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି

କରୋନା ଭୟ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି
ନୂଆଦିଲ୍ଲୀ: କରୋନା ଭୟ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ବିମାନରେ ଯାତ୍ରା କରିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏକ ଭଲ ଖବର ଆସିଛି । ତାହା ହେଲା ଏଣିକି ଯଦି ଆପଣ ବିନା ବ୍ୟାଗରେ ଯାତ୍ରା କରିବେ ତେବେ ଆପଣ ବିମାନ ଟିକେଟରେ ରିହାତି ପାଇପାରିବେ । ସାଥିରେ ବ୍ୟାଗ ନେଉନଥିଲେ ଏଣିକି ବିମାନଯାତ୍ରୀଙ୍କୁ ରିହାତି ଦିଆଯିବ । ବିମାନ ଟିକଟରେ ରିହାତି ଦିଆଯିବାକୁ ଘୋଷଣା କରାଯାଇଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।