ଜୁଲାଇ ୩ ଯାଏ କୋର୍ଟ ବର୍ଜନ

ଜୁଲାଇ ୩ ଯାଏ କୋର୍ଟ ବର୍ଜନ

ଜୁଲାଇ ୩ ଯାଏ କୋର୍ଟ ବର୍ଜନ
ଭୁବନେଶ୍ବର: ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ସଦସ୍ୟଙ୍କ ସୁପାରିସ ପ୍ରସଙ୍ଗରେ ହାଇକୋର୍ଟ ବାର ଆସୋସିଏସନର କୋର୍ଟ ବର୍ଜନ ଜାରି ହୋଇଛି। ଜୁଲାଇ ୩ଯାଏଁ କୋର୍ଟ ବର୍ଜନ କରିବ ବାର ଆସୋସିଏସନ ବୋଲି ସୂଚନା ମିଳିଛି । ଏଥି ସହିତ ହାଇକୋର୍ଟରେ କାର୍ଯ୍ୟରତ ଓକିଲଙ୍କ ମଧ୍ୟରୁ ନାଁ ସୁପାରିସ କରିବା ପାଇଁ ଦାବି ହୋଇଛି।