ସତ୍ୟର ବିଜୟ ହେବ: ରାହୁଲ

ସତ୍ୟର ବିଜୟ ହେବ: ରାହୁଲ

ସତ୍ୟର ବିଜୟ ହେବ: ରାହୁଲ
ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାରର ଶେଷ ଦିନରେ ରାହୁଲ ଗାନ୍ଧୀଙ୍କ ପ୍ରେସମିଟ । ଏହି ପ୍ରେସମିଟରେ ବିଜେପିକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବିଜେପି ପାଖରେ ଅର୍ଥ ଅଛି ହେଲେ ଆମ ପାଖରେ ସତ୍ୟ ଅଛି । ସତ୍ୟର ବିଜୟ ସୁନିଶ୍ଚିତ ହେବ ବୋଲି ରାହୁଲ କହିଛନ୍ତି ।