୪ ଜିଲ୍ଲାକୁ ସତର୍କ ସୂଚନା

୪ ଜିଲ୍ଲାକୁ ସତର୍କ ସୂଚନା

୪ ଜିଲ୍ଲାକୁ ସତର୍କ ସୂଚନା
ଭୁବନେଶ୍ୱର : ବର୍ଷା, ପବନ ଏବଂ ବଜ୍ରପାତ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛି । ୪ ଟି ଜିଲ୍ଲାକୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଏହି ୪ ଟି ଜିଲ୍ଲା ଗୁଡିକ ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ କଳାହାଣ୍ଡି । ବଜ୍ରପାତ ହେବା ସମୟରେ ଘରୁ ଭିତର ନ ବାହାରିବାକୁ ସତର୍କ କରାଇଛି ପାଣିପାଗ ବିଭାଗ ।