୬ ବଜ୍ରକାପ୍ତା ବେପାରୀ ଗିରଫ

୬ ବଜ୍ରକାପ୍ତା ବେପାରୀ ଗିରଫ

୬ ବଜ୍ରକାପ୍ତା ବେପାରୀ ଗିରଫ
ଉଦଳା: ଆଜି ୬ଜଣ ବଜ୍ରକାପ୍ତା ବେପାରୀଙ୍କୁ ଉଦଳା ବନ ବିଭାଗ ଅଧିକାରୀମାନେ ଗିରଫ କରିଛନ୍ତି । ବେପାରୀ ମାନଙ୍କ ଠାରୁ ୨ଟି ବାଇକ ଜବତ କରାଯାଇଛି । ବାଲିଛତ୍ରା ଓ ବୁନ୍ଦାଗଡି ଗାଁ ନିକଟରୁ ୩ଟି ବଜ୍ରକାପ୍ତା କାତି ଜବତ କରାଯାଇଛି । ବଜ୍ରକାପ୍ତାର ୩ଟି କାତି ପାଇଁ ଗାଁରେ ୭ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ସୂଚନା ମିଳିଛି । ଖବର ପାଇଁ ଗ୍ରାହକ ସାଜି ଅଭିଯୁକ୍ତଙ୍କୁ ଧରିଲା ଉଦଳା ବନ ବିଭାଗ ।