ଆଜି ରାଜ୍ୟରୁ ୧୮୩୩ ନୂତନ ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରୁ ୧୮୩୩ ନୂତନ ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରୁ ୧୮୩୩ ନୂତନ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ଶୁକ୍ରବାର ରାଜ୍ୟରୁ ୧୮୩୩ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮୩୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ୭୧୫ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରେ ଅନୁଗୁଳରୁ ୯, ବାଲେଶ୍ୱରରୁ ୬୯, ବରଗଡରୁ ୮, ଭଦ୍ରକରୁ ୫୦, ବଲାଙ୍ଗୀରରୁ ୩୭, ବୌଦ୍ଧରୁ ୩୪, କଟକରୁ ୧୨୪, ଢେଙ୍କାନାଳରୁ ୪୩, ଗଜପତିରୁ ୩୫, ଗଞ୍ଜାମରୁ ୨୭୯, ଜଗତସିଂହପୁରରୁ ୧୬, ଯାଜପୁରରୁ ୬୦, ଝାରସୁଗୁଡାରୁ ୩୦, କଳାହାଣ୍ଡିରୁ ୮୪, କନ୍ଧମାଳରୁ ୧୬, କେନ୍ଦ୍ରାପଡାରୁ ୩୪, କେନ୍ଦୁଝରରୁ ୧୬, ଖୋର୍ଦ୍ଧାରୁ ୨୯୮, କୋରାପୁଟରୁ ୪୭, ମାଲକାନଗିରିରୁ ୩୬, ମୟୁରଭଞ୍ଜରୁ ୩୪, ନବରଙ୍ଗପୁରରୁ ୧୧, ନୟାଗଡରୁ ୬୧, ନୂଆପଡାରୁ ୧, ପୁରୀରୁ ୬୭, ରାୟଗଡାରୁ ୧୫୨, ସମ୍ବଲପୁରରୁ ୩୯, ସୋନପୁରରୁ ୩୩, ସୁନ୍ଦରଗଡରୁ ୧୧୦ ଆକ୍ରାନ୍ତଙ୍କ ସହିତ ସମୁଦାୟ ୪୨୫୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨୬୮୮୭ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୭୦ ରହିଛି ।