ଋଣ ଭାର ପାଇଁ ଚାଷୀ ଆତ୍ମହତ୍ୟା !

ଋଣ ଭାର ପାଇଁ ଚାଷୀ ଆତ୍ମହତ୍ୟା !

ଋଣ ଭାର ପାଇଁ ଚାଷୀ ଆତ୍ମହତ୍ୟା !
ଟିଟିଲାଗଡ:ଋଣ ଭାର ପାଇଁ ଜଣେ ଚାଷୀର ଆତ୍ମହତ୍ୟା ଅଭିଯୋଗ ହୋଇଛି । ମୃତ ଚାଷୀ ଜଣଙ୍କ ହେଲେ ଘାସିରାମ ମାଝୀ । ଦୋର୍ଲୋ ଗାଁର ବାସିନ୍ଦା ଅଟନ୍ତି । ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଋଣଭାର ପାଇଁ ଆତ୍ମହତ୍ୟା କରିଥିବାତ୍ତପତ୍ନୀ ଅଭିଯୋଗ କରିଛନ୍ତି । ପ୍ରାୟ ୫ଟି ଏସଏଓଜି ଗ୍ରୁପ ଠାରୁ ଋଣ ନେଇ ଜମି କିଣି ଚାଷ କରିଥିଲେ । ଋଣ ଶୁଝି ନ ପାରିବାରୁ ଚାପରେ ଥାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।