ସ୍ୱାଭିମାନ ଅଂଚଳରେ ଉତେଜନା

ସ୍ୱାଭିମାନ ଅଂଚଳରେ ଉତେଜନା

ସ୍ୱାଭିମାନ ଅଂଚଳରେ ଉତେଜନା
ମାଲକାନଗିରି:ସ୍ୱାଭିମାନ ଅଂଚଳ ଯନ୍ତାପାଇରେ ଉତେଜନା ବଢୁଛି । ସନେ୍ଦହଜନକ ଅବସ୍ଥାରେ ଜଣଙ୍କ ମଅତଦେହ ମିଳିବାକୁ ନେଇ ଉତେଜନା ହୋଇଛି । ପୋଷ୍ଟମର୍ଟମ ପରେ ବି ଶବକୁ ପରିବାର ଲୋକେ ନେଉ ନାହାନ୍ତି । ପାପରମେଟଲା ଥାନା ପାଖରେ ଲୋକ ମାନେ ଶବ ରଖି ମେଳି ବାନ୍ଧୁଛନ୍ତି । ଯବାନ ହତ୍ୟା କରିଥିବା ଯନ୍ତାପାଇ ଲୋକେ ଅଭିଯୋଗ କରୁଛନ୍ତି ।