ବନ୍ଦର ଚିକିତ୍ସାଳୟ ପକ୍ଷରୁ ସ୍ୱଚ୍ଛତା ପାଖୱାଡା କାର୍ଯ୍ୟକ୍ରମ

ବନ୍ଦର ଚିକିତ୍ସାଳୟ ପକ୍ଷରୁ ସ୍ୱଚ୍ଛତା ପାଖୱାଡା କାର୍ଯ୍ୟକ୍ରମ

ବନ୍ଦର ଚିକିତ୍ସାଳୟ  ପକ୍ଷରୁ ସ୍ୱଚ୍ଛତା ପାଖୱାଡା କାର୍ଯ୍ୟକ୍ରମ
ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ):ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ପରିପ୍ରେକ୍ଷୀରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କଶ ରଏଙ୍କ ତତ୍ୱାବଧାନରେ ବନ୍ଦରର ବିଭିନ୍ନ ବିଭାଗ ପକ୍ଷରୁ ‘ସ୍ୱଚ୍ଛତା ପାଖୱାଡା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ତେବେ ସମସ୍ତ ବିଭାଗ ମଧ୍ୟରୁ ବନ୍ଦର ଚିକିସôା ବିଭାଗ ଏହି କାର୍ଯ୍ୟକ୍ରମ ନିୟମିତ ଅନ୍ତରରେ କରୁଛି ଏବଂ ସ୍ୱଚ୍ଛତା, ଡେଙ୍ଗୁ ଓ ଅନ୍ୟାନ୍ୟ ସଂକ୍ରମଣକାରୀ ବିଷୟରେ ସାଧାରଣରେ ସଚେତନତା କରାଇ ଚିକିସôାଳୟ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରୁଅଛି । ଏହି ଅବସରରେ ମୁଖ୍ୟ ଚିକିସôାଧିକାରୀ ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ‘ସ୍ୱଚ୍ଛତା ପାଖୱାଡା’ କାର୍ଯ୍ୟକ୍ରମ ଚିକିସôାଳୟ ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଅଛି । ଏଥିରେ ଚିକିସôାଳୟର ବହୁ କର୍ମଚାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା ।