ବଲାଙ୍ଗୀର ମେଡିକାଲରେ ନର୍ସଙ୍କ ଧାରଣା

ବଲାଙ୍ଗୀର ମେଡିକାଲରେ ନର୍ସଙ୍କ ଧାରଣା

ବଲାଙ୍ଗୀର ମେଡିକାଲରେ  ନର୍ସଙ୍କ ଧାରଣା
ବଲାଙ୍ଗୀର : ବଲାଙ୍ଗୀର ମେଡିକାଲ୍ କଲେଜରେ ରୋଗୀ ସେବା ଠପ୍ । ପାରା ମେଡିକାଲ ଷ୍ଟାଫ୍ ଓ ନର୍ସ ଧାରଣାରେ ବସିଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଗତ ଜୁନ୍ ମାସ ୨୬ ତାରିଖରେ ଜଣେ କାର୍ଯ୍ୟରତ ନର୍ସଙ୍କୁ ରୋଗୀଙ୍କ ସଂପର୍କୀୟ ମାଡ ମାରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏନେଇ ଏପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯେଉଁଥିପାଇଁ ଆଜି ନର୍ସ ମାନେ ମେଡିକାଲ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ନର୍ସଙ୍କ ଧାରଣା ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।