ଓଡିଶାର ଲୋକସଭା ଓ ବିଧାନସଭା ଆସନରେ କେଉଁ ଦଳ କେତେ ଆଗୁଆ!

ଓଡିଶାର ଲୋକସଭା ଓ ବିଧାନସଭା ଆସନରେ କେଉଁ ଦଳ କେତେ ଆଗୁଆ!

ଓଡିଶାର ଲୋକସଭା ଓ ବିଧାନସଭା ଆସନରେ କେଉଁ ଦଳ କେତେ ଆଗୁଆ!
ଭୁବନେଶ୍ଵର: ଓଡ଼ିଶାର ୧୪୬ ବିଧାନସଭା ଓ ୨୧ଲୋକସଭା ଆସନରେ ଗୁରୁବାର ସକାଳ ୮ଟାରୁ ଭୋଟ ଗଣନା ଚାଲିଛି। ସକାଳ ୧୧ଟା ସୁଦ୍ଧା ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ବିଧାନସଭା ଆସନରେ ବିଜେଡି ୭୮ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୨୨ ଏବଂ କଂଗ୍ରେସ ୯ଟି ଆସନରେ ଆଗୁଆ ରହିଛି। ତେବେ ଲୋକସଭା ଆସନରେ ବିଜେଡି ୧୨ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୮ଟି ବୋଲି ଜଣାପଡିଛି ।