କଳିକେଶ ଓ ପ୍ରଦୀପଙ୍କୁ ନୂଆ ଦାୟିତ୍ୱ

କଳିକେଶ ଓ ପ୍ରଦୀପଙ୍କୁ ନୂଆ ଦାୟିତ୍ୱ

କଳିକେଶ ଓ ପ୍ରଦୀପଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର: କଳିକେଶ ସିଂହ ଦେଓ ଓ ପ୍ରଦୀପ ଦିଶାଇଙ୍କୁ ବିଜେଡି ପକ୍ଷରୁ ନୂଆ ଦାୟିତ୍ୱ ଦିଆଯାଇଛି । ନିଯୁକ୍ତ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କଳିକେଶଙ୍କୁ ପାଲଲହଡାରୁ ବିଧାନସଭା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ପ୍ରଦୀପ ଦିଶାଇଙ୍କୁ ମଧ୍ୟ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦିଆଯାଇଛି ।