କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ
ରାୟଗଡା:ମୁନିଗୁଡାରୁ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯାଇଛି । ୧ କୋଟି ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଆନ୍ଧ୍ରରୁ କଂଟାମାଳ ଚୋରାଚାଲାଣ ବେଳେ ମୁନିଗୁଡାରୁ ଜବତ କରାଯାଇଥିବା ସୂଚନା ମିଳିଛି । ୨ ଟନରୁ ଅଧିକ ଗଞ୍ଜେଇ ଏସଟିଏଫ ଟିମ୍ ଦ୍ୱାରା ଜବତ ହୋଇଛି । ପିଚୁ ଟ୍ରକ ଭିତରେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ଗାଡି ଛାଡି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି ।