ଗାଁରେ ଘର କଲେ ନେବାକୁ ହେବ ଅନୁମତି

ଗାଁରେ ଘର କଲେ ନେବାକୁ ହେବ ଅନୁମତି

ଗାଁରେ ଘର କଲେ ନେବାକୁ ହେବ ଅନୁମତି
ଭୁବନେଶ୍ୱର: ଏଣିକି ଗାଁରେ ଘରେ କଲେ ବି ନେବାକୁ ପଡିବ ସରକାରଙ୍କ ଅନୁମତି । ଆଉ ଗାଁରେ ମନଇଛା ଘର କରି ହେବ ନାହିଁ । ସରକାରଙ୍କ ଅନୁମତି ମିଳିବା ପରେ ଗାଁରେ ଘର କରି ହେବ । ୨ ମହଲା ବା ଅଧିକ ମହଲା କୋଠାଘର ପାଇଁ ପଂଚାୟତ ସମିତିର ଅନୁମତି ଜରୁରୀ ଅଟେ । ଠିକ୍ ଯୋଜନାରେ ଘର ତିଆରି ନକଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଆପ୍ରୁଭାଲ୍ ପାଇଁ ଜିଲ୍ଲା ପ୍ଲାନିଂ ୟୁନିଟକୁ ପଠାଇବ ପଂଚାୟତ ସମିତି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।