ଭୁବନେଶ୍ୱର ମଧ୍ୟ ବିଧାୟକ ଗଣିଲେ ୫୦୦ ତଣ୍ଡ

ଭୁବନେଶ୍ୱର ମଧ୍ୟ ବିଧାୟକ ଗଣିଲେ ୫୦୦ ତଣ୍ଡ

ଭୁବନେଶ୍ୱର ମଧ୍ୟ ବିଧାୟକ ଗଣିଲେ ୫୦୦ ତଣ୍ଡ
ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଜୋରିମାନା । ଏଜି ଛକରେ ବେଆଇନ ପାର୍କିଂ କରିଥିବାରୁ ତାଙ୍କୁ ତଣ୍ଡ ଗଣିବାକୁ ପଡ଼ିଛି । ଡିସିପିଙ୍କ ଉପସ୍ଥିତିରେ ଜୋରିମାନା ଦେଲ ବିଧାୟକ ଶ୍ରୀ ଜେନା । ବିଧାୟକ ଶ୍ରୀ ଜେନା ନିଜେ ସଡ଼କ ସୁରକ୍ଷା ସଚେତନତା ପାଇଁ ଆସି ଫସିଯାଇଛନ୍ତି । ଲୋକଙ୍କୁ ଚକୋଲେଟ ଓ ଲିଫଲେଟ ବାଣ୍ଟି ସଚେତନ କରୁଥିଲେ । ତେବେ ଏଜି ଛକରେ ବେଆଇନ ପାର୍କିଂ କରିଥିବାରୁ ତାଙ୍କୁ ତଣ୍ଡ ଗଣିବାକୁ ପଡ଼ିଛି ।