ଦାୟିତ୍ୱ ଗ୍ରହଣ କଲେ ଶାହ ଓ ରାଜନାଥ

ଦାୟିତ୍ୱ ଗ୍ରହଣ କଲେ ଶାହ ଓ ରାଜନାଥ

ଦାୟିତ୍ୱ ଗ୍ରହଣ କଲେ ଶାହ ଓ ରାଜନାଥ
ନୂଆଦିଲ୍ଲୀ: ଗତକାଲି ମନ୍ତ୍ରୀ ପଦ ପାଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବରିଷ୍ଠ ନେତା ରାଜନାଥ ସିଂହ ଆଜି ନିଜ ନିଜ ଦାୟତ୍ୱ ନେଇଛନ୍ତି। ଚଳିତ ସରକାରରେ ଅମିତ ଶାହଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ରାଜନାଥଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିଛି। ଉଭୟେ ରାଜନାଥ ଏବଂ ଅମିତ ଶାହ ନିଜ କାର୍ୟ୍ୟାଳୟକୁ ଯାଇ ଦାୟିତ୍ଵ ଗ୍ରହଣ କରିଥିଲେ। ଏହି ଅବସରରେ ସେମାନଙ୍କୁ କାର୍ୟ୍ୟାଳୟ ପକ୍ଷରୁ ସ୍ବାଗତ କରାଯିବା ସହ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା।