ଧରାପଡିଲା ସାଇକୋ କିଲର !

ଧରାପଡିଲା ସାଇକୋ କିଲର !

ଧରାପଡିଲା ସାଇକୋ କିଲର !
କଟକ:ଆତଙ୍କ ଚଳାଇଥିବା ସାଇକୋ କିଲର ଧରା ପଡିଛି । ପ୍ରେସମିଟ କରି କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି । ସନ୍ଦିଗ୍ଧ ବ୍ୟକ୍ତି ଜଣ ହେଉଛନ୍ତି ନାରାୟଣ ସାହୁ । ସେ ଗଞ୍ଜାମ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ସନ୍ଦିଗ୍ଧ ବ୍ୟକ୍ତି ଜଣକ ସାଇକୋ କିଲର କି ନୁହେଁ ସ୍ପଷ୍ଟ କରି ନାହାନ୍ତି ଡିସିପି । ହତ୍ୟା ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।