ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢି ପାରନ୍ତି ନବୀନ!

ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢି ପାରନ୍ତି ନବୀନ!

ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢି ପାରନ୍ତି ନବୀନ!
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶାରୁ ନିିର୍ବାଚନ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାରୁ ନିିର୍ବାଚନ ଲଢିବା ପାଇଁ ମୋତେ ପଶ୍ଚିମ ଓଡ଼ିଶା ନେତାମାନେ ଅନୁରୋଧ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ସେଠାରୁ ଲଢିବା ପ୍ରସ୍ତାବକୁ ବିଚାର କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।