ପାଟକୁରା ନିର୍ବାଚନ ବାତିଲ

ପାଟକୁରା ନିର୍ବାଚନ ବାତିଲ

ପାଟକୁରା  ନିର୍ବାଚନ  ବାତିଲ
ଭୁବନେଶ୍ବର : ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ବିୟୋଗ ପରେ ବାତିଲ ହେଲା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ । ନିର୍ବାଚନ ନିୟମ ଅନୁଯାୟୀ ପାଟକୁରା ବିଧାନସଭା ଆସନରେ ବାତିଲ ହେବା ସହ କେନ୍ଦ୍ରାପଡା ଲୋକସଭା ଆସନର ଫଳାଫଳ ମଧ୍ୟ ବିଳମ୍ବିତ ହେବା ଆଶଙ୍କା ରହିଛି ।ଏପ୍ରିଲ ୨୯ ତାରିଖରେ କେନ୍ଦ୍ରାପଡା ଲୋକସଭା ଏବଂ ପାଟକୁରା ବିଧାନସଭାରେ ମତଦାନ ହେବାର ଥିଲା । ପୁଣି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଯାଇ ନିର୍ବାଚନ ପ୍ରକ୍ରିୟା ହେବ ।