ପିନାକୀ ମିଶ୍ର ହେଲେ ବିଜେଡ଼ିର ସଂସଦୀୟ ଦଳ ନେତା

ପିନାକୀ ମିଶ୍ର ହେଲେ ବିଜେଡ଼ିର ସଂସଦୀୟ ଦଳ ନେତା

ପିନାକୀ ମିଶ୍ର ହେଲେ ବିଜେଡ଼ିର ସଂସଦୀୟ ଦଳ ନେତା
ଭୁବନେଶ୍ୱର : ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଲୋକସଭାରେ ବିଜେଡ଼ିର ସଂସଦୀୟ ଦଳ ନେତା ଭାବେ ଚୟନ କରାଯାଇଛି । ସେହିପରି ଅଚୁ୍ୟତ ସାମନ୍ତଙ୍କୁ ସଂସଦୀୟ ଦଳ ସଚେତକ ଓ ଅନୁଭବ ମହାନ୍ତିଙ୍କୁ ଉପମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ କଟକ ସାଂସଦ ଭର୍ତୃହରି ମହତାବ ସଂସଦୀୟ ଦଳର ନେତା ଥିଲେ । ସୂଚନାଯୋଗ୍ୟଯେ, ଚଳିତ ନିର୍ବାଚନରେ ଲୋକସଭାକୁ ବିଜେଡ଼ିର ୧୨ ଜଣ ସାଂସଦ ନିର୍ବାଚିତ ହୋଇଯାଇଛନ୍ତି ।