ପେଟର ଚର୍ବି କମାଇବାକୁ ଚାହୁଁଥିଲେ , ଶୋଇବା ପୂର୍ବରୁ କରନ୍ତୁ ଏଭଳି ମାଲିସ୍

ପେଟର ଚର୍ବି କମାଇବାକୁ ଚାହୁଁଥିଲେ , ଶୋଇବା ପୂର୍ବରୁ କରନ୍ତୁ ଏଭଳି ମାଲିସ୍

ପେଟର ଚର୍ବି କମାଇବାକୁ ଚାହୁଁଥିଲେ , ଶୋଇବା ପୂର୍ବରୁ କରନ୍ତୁ ଏଭଳି ମାଲିସ୍

ପେଟରେ ଚର୍ବି ଜମିବା ଆଜିକାଲି ପିଢ଼ିଙ୍କ ପାଇଁ ଏକ ସାଧାରଣ କଥା। ପେଟ ବଢ଼ି ଗଲେ ସମ୍ପୁର୍ଣ୍ଣ ଶରୀରର ଆକର୍ଷଣତା କମିଯାଏ ।  ଏହି ସମସ୍ୟା ଉଭୟ ପୁରୁଷ ଏବଂ ନାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି ।  ବହୁତ ଲୋକ ଏମିତି ବି ଅଛନ୍ତି ଶରୀର ଠିକ୍ ଥାଏ , ମାତ୍ର ପେଟ ବଡ଼ ହେତୁ ମୋଟା ଦିଶନ୍ତି। ଏପରି ସମସ୍ୟାର ସମାଧାନ ବି ଆମ ନିକଟରେ ଅଛି ।  କେବଳ ଆପଣ ମାଲିସ୍ କୌଶଳ ଶିଖି ଗଲେ ଘରେ ରହି ନିଜ ପେଟର ଚର୍ବି ଖସାଇ ପାରିବେ ।  ତେବେ, ଚାଲନ୍ତୁ ଜାଣିବା ରାତିରେ ପେଟ କମାଇବା ପାଇଁ କେଉଁ ଧରଣର ମାଲିସ୍ କରିବାକୁ ହେବ ।

1.ପ୍ରଥମେ ଉପରକୁ ମୁହଁ କରି ଶୋଇ ରହନ୍ତୁ ।

2.ତା’ପରେ ନିଜର ଦୁଇ ପାପୁଲିକୁ ଘସି ଘସି ଗରମ କରନ୍ତୁ ।

3.ସେହି ଗରମ ପାପୁଲିକୁ ନିଜ ପେଟର ଅଗ୍ର ଭାଗରେ ରଖନ୍ତୁ ।

4.ଧୀରେ ଧୀରେ ପେଟରେ ହାତକୁ ବୁଲାଇବା ଆରମ୍ଭ କରନ୍ତୁ ।

5.ପେଟରେ ଧୀରେ ଧୀରେ ଚାପ ପକାନ୍ତୁ  ।

6.ଏହିପରି ପ୍ରାୟ ୪ ରୁ ୫୦ ଥର କିମ୍ବା ୨ ମିନିଟ୍ ଧରି କରନ୍ତୁ ।