ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟ ବିପକ୍ଷ ପ୍ରଥମ ଟେଷ୍ଟ ଖେଳାଯିବ । ଏନେଇ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଛି । ଚୂଡ଼ାନ୍ତ ଏକାଦଶରେ ପୃଥ୍ୱୀ ସ ଓ ରିଦ୍ଧିମାନ ଶାହା ସାମିଲ ହୋଇଛନ୍ତି । ଶୁଭମନ ଗିଲ ଓ ରିଷଭ ପନ୍ତଙ୍କ ସ୍ଥାନରେ ପୃଥ୍ୱୀ ସ ଓ ରିଦ୍ଧିମାନଙ୍କୁ ସାମିଲ କରାଯାଇଛି । ଏହାଛଡ଼ା ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ରାହାଣେ, ହନୁମା ବିହାରୀ, ଅଶ୍ୱିନ, ଉମେଶ ଯାଦବ, ମହମ୍ମଦ ସାମି ଓ ବୁମରା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ।