ପ୍ରଥମ ଶ୍ରେଣୀ କି୍ରକେଟରଙ୍କ ପାଇଁ ଲାଗୁ ହେବ ଚୁକ୍ତି ବ୍ୟବସ୍ଥା

ପ୍ରଥମ ଶ୍ରେଣୀ କି୍ରକେଟରଙ୍କ ପାଇଁ ଲାଗୁ ହେବ ଚୁକ୍ତି ବ୍ୟବସ୍ଥା

ପ୍ରଥମ ଶ୍ରେଣୀ କି୍ରକେଟରଙ୍କ ପାଇଁ ଲାଗୁ ହେବ ଚୁକ୍ତି ବ୍ୟବସ୍ଥା
ମୁମ୍ବାଇ: ବିସିସିଆଇର ପ୍ରଥମ ଶ୍ରେଣୀ କ୍ରିକେଟରେ ଖୁବ୍ ଶୀଘ୍ର ପରିବର୍ତ୍ତନ ଆଶିବାକୁ ଯାଉଛି । ଏ ନେଇ ନୂଆ ସଭାପତି ସୌରଭ ଗାଙ୍ଗୁଲି ଯୋଜନା ପ୍ରସ୍ତୁତ କରି ସାରିଛନ୍ତି । ସେ ଦେଇଥିବା ସୂଚନା ଅନୁସାରେ ପ୍ରଥମ ଶ୍ରେଣୀ କି୍ରକେଟର ମାନଙ୍କ ପାଇଁ ନୂଆ ଚୁକ୍ତି ବ୍ୟବସ୍ଥା ଲାଗୁ କରାଯିବ । ସୌରଭ କହିଛନ୍ତି, ଘରୋଇ କି୍ରକେଟରଙ୍କ ଉପରେ ଅଧିକ ଫୋକସ ଦେବାର ସମୟ ଆସିଛି । ସେହି ଅନୁସାରେ ଆମେ ଯୋଜନା ପ୍ରସ୍ତୁତ କରୁଛୁ । ପ୍ରଥମ ଶ୍ରେଣୀ କି୍ରକେଟରଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ କରିବା ପାଇଁ ଯୋଜନା ହୋଇଛି । ବୋର୍ଡର ନୂଆ ଅର୍ଥ କମିଟିକୁ ଚୁକ୍ତି ପ୍ରସ୍ତାବ ପ୍ରସ୍ତୁତ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ବହୁ କିଛି କାମ ବାକି ରହିଛି । ହୁଏତ ଏହି କାର୍ଯ୍ୟ ପାଇଁ ୩/୪ ସପ୍ତାହ ଲାଗି ଯାଇପାରେ ।