ବଡ଼ମ୍ବାରେ ଇଭିଏମ ତ୍ରୁଟି, ଭୋଟ ଗ୍ରହଣ ବନ୍ଦ

ବଡ଼ମ୍ବାରେ ଇଭିଏମ ତ୍ରୁଟି, ଭୋଟ ଗ୍ରହଣ ବନ୍ଦ

ବଡ଼ମ୍ବାରେ  ଇଭିଏମ ତ୍ରୁଟି, ଭୋଟ ଗ୍ରହଣ ବନ୍ଦ
ନରସିଂହପୁର: ପିଛା ଛାଡ଼ୁନି ଇଭିଏମ ତ୍ରୁଟି । ପ୍ରଥମ ଓ ଦ୍ୱିତୀୟ ନିର୍ବାଚନରେ ଯେମିତି ଇଭିଏମରେ ତ୍ରୁଟି ହୋଇଥିବାବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ସମାନ ଘଟଣା ଘଟିଛି । ବଡ଼ମ୍ବା ଝାଜିଆ ୧୯୬ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ଦେଖାଦେଇଛି । ଏହାକୁ ନେଇ ବୁଥରେ ଉତ୍ତେଜନା ଦେଖାଦେଇଛି । ଗୋଟିଏ ଚିହ୍ନରେ ଭୋଟ ଦେଲେ ଆଉ ଗୋଟିଏକୁ ଯାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଥିବାବେଳେ ଭୋଟ ଗ୍ରହଣକୁ ବନ୍ଦ କରାଯାଇଛି । ଆଜି ପାଇଁ ସେଠାରେ ଭୋଟ ଗ୍ରହଣକୁ ସ୍ଥଗିତ