ବରଗଡରେ ତାତିଲେ ଚାଷୀ

ବରଗଡରେ ତାତିଲେ ଚାଷୀ

ବରଗଡରେ ତାତିଲେ ଚାଷୀ
ବରଗଡ:ବରଗଡ ଅତାବିରା ଓ ଭେଡେନ ବ୍ଲକରେ ଚାଷୀ ଆନେ୍ଦାଳନ ଜେତିଲା । ଟୋକନ ବ୍ୟବସ୍ଥାକୁ ଚାଷୀ ସଂଗଠନର ବିରୋଧ କରିବା ସହିତ ଆନେ୍ଦାଳନ କରୁଛନ୍ତି । ସମବାୟ ସମିତି ଅଫିସରେ ତାଲା ପକାଇଲେ ଚାଷୀ । ଧାନ ବୋଝେଇ ଗାଡି ଧରି ଶୋଭାଯାତ୍ରା କରୁଛନ୍ତି । ଖୁବ୍ ଶୀଘ୍ର ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି । ଜିଲ୍ଲା ଖାଦ୍ୟ ଓ ଯୋଗାଣ ଅଫିସକୁ ଧସେଇ ପଶିଲେ ଚାଷୀ । ସମସ୍ତ ତହସିଲ କାର୍ଯ୍ୟାଳୟ ବନ୍ଦ କରିବାକୁ ଚାଷୀ ଚେତାବନୀ ଦେଇଛନ୍ତି ।