ବିଜେଡିରୁ ଇସ୍ତଫା ଦେଲେ ବାବୁ ସିଂ

ବିଜେଡିରୁ ଇସ୍ତଫା ଦେଲେ ବାବୁ ସିଂ

ବିଜେଡିରୁ ଇସ୍ତଫା ଦେଲେ ବାବୁ ସିଂ
ଭୁବନେଶ୍ୱର:ବିଜେଡିରୁ ଇସ୍ତଫା ଦେଲେ ବାବୁ ସିଂ । ସିଂ ବିଜେଡି ପ୍ରାଥମିକ ସଦସ୍ୟ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ।