ବିଜେପିର ସଂସଦୀୟ ଦଳ ବୈଠକ

ବିଜେପିର ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ: ଆଜି ବିଜେପିର ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ଦଳ ବୈଠକ ବସୁଛି । ଏହି ବୈଠେକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଅନେକ ଦିଗ୍ଗଜ ନେତା ସାମଲି ହୋଇଛନ୍ତି । ୧୧ ଏପ୍ରିଲରେ ୯୧ ସିଟ୍ ପାଇଁ ମତଦାନ ହେବ । ସୂଚନା ରୁ ଜଣାପଡୁଛି ଯେ ପ୍ରଥମ ତାଲିକାରେ ପ୍ରଥମ ପର୍ୟ୍ୟାୟରେ ଆଶୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂହ, ନିତିନ ଗଡକରୀ, ସଦାନନ୍ଦ ଗୌଡା, ରାଧାମୋହନ ସିଂହଙ୍କର ଆସନରୁ ଘୋଷଣା ହୋଇପାରେ । ଯେଉଁଥିପାଇଁ ବିଜେପି ନିଜର ଆଶାୟୀପ୍ରାର୍ଥୀଙ୍କର ନାଁ ଘୋଷଣା କରିବା ବାକି ରହିଛି । ତେବେ ପ୍ରଥମ ଚରଣରେ ଉତ୍ତରପ୍ରଦେଶର ବି ୮ଟି ଆସନ ପାଇଁ ନିର୍ବାଚନ ହେବ ।