ପାଟକୁରାରୁ ଲଢ଼ିବେ ସାବିତ୍ରୀ ଅଗ୍ରୱାଲ

ପାଟକୁରାରୁ ଲଢ଼ିବେ ସାବିତ୍ରୀ ଅଗ୍ରୱାଲ

ପାଟକୁରାରୁ ଲଢ଼ିବେ ସାବିତ୍ରୀ ଅଗ୍ରୱାଲ
ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି । ପାଟକୁରାରୁ ଦିବଂଗତ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ପନôୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି । ବେଦପ୍ରକାଶଙ୍କ ମୃତୁ୍ୟ ଯୋଗୁଁ ପାଟକୁରା ନିର୍ବାଚନ ସ୍ଥଗିତ ରହିଥିଲା । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ କେବଳ ବିଜେଡ଼ି ହିଁ ପାଟକୁରା ପାଇଁ ପ୍ରାର୍ଥୀ ଦେଇପାରିବ । ଅନ୍ୟ ସମସ୍ତ ପ୍ରାର୍ଥୀ ପୂର୍ବଭଳି ମଇଦାନରେ ଲଢେ଼ଇ କରିବେ । ଆସନ୍ତା ୧୯ରେ ପାଟପୁରା ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ ।