କଂଗ୍ରେସ କର୍ମୀଙ୍କୁ ବୋତଲ ଭୁଷି ହତ୍ୟା

କଂଗ୍ରେସ କର୍ମୀଙ୍କୁ ବୋତଲ ଭୁଷି ହତ୍ୟା

କଂଗ୍ରେସ କର୍ମୀଙ୍କୁ ବୋତଲ ଭୁଷି ହତ୍ୟା
ଭୁବନେଶ୍ୱର : କଂଗ୍ରେସ କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଲଚ୍ଛମନ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ବୋତଲ ଭୁଷି ହତ୍ୟା କରାଯାଇଛି । ଗତକାଲି ଲଚ୍ଛମନ ବିଜେଡ଼ି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ । ଏରସମା ଗଡ଼କୁଜଙ୍ଗ ନୋଳିଆ ସାହିର ଲଚ୍ଛମନଙ୍କ ହତ୍ୟାକୁ ନେଇ ଉତେଜନା ପ୍ରକାଶ ପାଇଛି । ଜଣେ ବିଜେଡ଼ି କର୍ମୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।