ଶିଶୁ କନ୍ୟାର ମୃତଦେହକୁ ଝୁଣି ଖାଇଲା କୁକୁର

ଶିଶୁ କନ୍ୟାର ମୃତଦେହକୁ ଝୁଣି ଖାଇଲା କୁକୁର

ସୋର: ନବଜାତ ଶିଶୁ କନ୍ୟାର ମୃତଦେହକୁ ଝୁଣି ଖାଇଲେ କୁକୁର ପଲ । ଏପରି ଦୃଶ୍ୟ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଦେଖିବାକୁ ମିଳିଛି । ଶିଶୁର ମୃତଦେହକୁ ପୁଲିସ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରୁ ଉଦ୍ଧାର କରିଛି। ତେବେ ମୃତଦେହ କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇ ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।