ବିଦ୍ୟୁତ ଦାବିରେ ରାସ୍ତାରୋକ

ବିଦ୍ୟୁତ ଦାବିରେ ରାସ୍ତାରୋକ

ବିଦ୍ୟୁତ ଦାବିରେ ରାସ୍ତାରୋକ
ଜଗତସିଂହପୁର: ବାତ୍ୟାର ୧୩ ଦିନ ପରେ ବି ବିଦ୍ୟୁତ ସଂଯୋଗ ହୋଇପାରିନି । ବିଦ୍ୟୁତ ସଂଯୋଗ ନ ହେବାରୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ରଘୁନାଥପୁର ବଜାର କମିଟି ପକ୍ଷରୁ କଟକ- ପାରାଦୀପ ରାସ୍ତା ସହ କନ୍ଦରପୁର- ଜଗତପୁର ରାସ୍ତାର ବିରିଡି ଛକରେ ରାସ୍ତା ଅବରୋଧ ହୋଇଛି ।