ବିଦ୍ୟୁତ ସଂସ୍ପର୍ଶରେ ଶ୍ରମିକ ମୃତ

ବିଦ୍ୟୁତ ସଂସ୍ପର୍ଶରେ ଶ୍ରମିକ ମୃତ

ଗଞ୍ଜାମ: ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ମୃତ୍ୟୁ ହୋଇଛି । ଏହି ଭଳି ଅଭାବନୀୟ ଘଟଣା ଭଞ୍ଜନଗରରେ ଘଟିଛି । ସୂଚନା ରୁ ଜଣାପଡୁଛି ଯେ ମୁଦୁଲିପାଲି ପଚାଂୟତ କାର୍ଯ୍ୟଳୟରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୁତ୍ୟୁ ହୋଇଥିବା ସହ ଦୁଇ ଜଣଙ୍କ ଆହାତ ହୋଇଛନ୍ତି । ଆହାତଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲରେ ଭର୍ତି କରାଯାଇଛି ।