ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ: ୩.୭୮ କୋଟି ନୂଆ ସଦସ୍ୟ

ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ: ୩.୭୮ କୋଟି ନୂଆ ସଦସ୍ୟ

ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ: ୩.୭୮ କୋଟି ନୂଆ ସଦସ୍ୟ
ନୂଆଦିଲ୍ଲୀ : ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ ଗତକାଲି ଶେଷ ହୋଇଛି । ତେବେ ବିଜେପିର ଧାର୍ଯ୍ୟ ସଂଖ୍ୟାଠାରୁ ଏହା ଅଧିକ ୧.୬ କୋଟି ହାସଲ କରିଛି । ବିଜେପି ଏହାର ସଦସ୍ୟତା ସଂଗ୍ରହ ଅଭିଯାନରେ ୨.୨ କୋଟି ସଦସ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । କିନ୍ତୁ ସମୁଦାୟ ୩.୭୮ କୋଟି ସଦସ୍ୟ ନୂଆ କରି ଦଳରେ ସାମିଲ ହୋଇଛନ୍ତି ବୋଲି କୁହାଯାଇଛି । ଦଳର ଉପାଧ୍ୟକ୍ଷ ଦୁଶ୍ୟନ୍ତ କୁମାର ଗୌତମ କହିଛନ୍ତି ଗତ ଦେଢ଼ମାସ ଧରି ଜାରି ରହିଥିବା ସଦସ୍ୟତା ସଂଗ୍ରହ ଅଭିଯାନ ନୂଆ ଇତିହାସ ସୃଷ୍ଟି କରିଛି ।