ବିଜ୍ଞପ୍ତି ପ୍ରତ୍ୟାହାରକୁ ଗଜପତିଙ୍କ ସ୍ୱାଗତ

ବିଜ୍ଞପ୍ତି ପ୍ରତ୍ୟାହାରକୁ ଗଜପତିଙ୍କ ସ୍ୱାଗତ

ବିଜ୍ଞପ୍ତି ପ୍ରତ୍ୟାହାରକୁ ଗଜପତିଙ୍କ ସ୍ୱାଗତ
ଭୁବନେଶ୍ୱର: ଅଧିସୂଚନା ବିଜ୍ଞପ୍ତି ପ୍ରତ୍ୟାହାରକୁ ପୁରୀ ଗଜପତି ସ୍ୱାଗତ କରିଛନ୍ତି । ଐତିହ୍ୟ ପ୍ରାଧିକରଣ ଉପ-ନିୟମ ଅଧିସୂଚନା ବିଜ୍ଞପ୍ତି ପ୍ରତ୍ୟାହାରକୁ ସ୍ୱାତକ କରିଛନ୍ତି ପୁରୀ ଗଜପତି ମହାରାଜା । ଶ୍ରୀମନ୍ଦିର ପ୍ରସଙ୍ଗରେ ନିଷ୍ପତି ପୂର୍ବରୁ ଆଲୋଚନା ପାଇଁ ଗଜପତି ମହାରାଜା କହିଛନ୍ତି । ଗଜପତି ମହାରାଜା ଆହୁରୀ କହିଲେ ଯେ, ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ଆଲୋଚନା କରିବା ଦରକାର ରହିଛି । ଶ୍ରୀଜଗନ୍ନାଥ ଧାମର ରୂପାନ୍ତକରଣରେ ଉଭୟଙ୍କ ସହଯୋଗ ଜରୂରୀ ରହିଛି । କେନ୍ଦ୍ର-ରାଜ୍ୟ ସମ୍ମିଳିତ ସହଯୋଗରେ ରୂପାନ୍ତକରଣ ସମ୍ଭବ ହୋଇ ପାରିବ । ବିଶ୍ବର ଅଗ୍ରଣୀ ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ରୂପେ ଶ୍ରୀଜଗନ୍ନାଥ ଧାମର ରୂପାନ୍ତକରଣ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମ୍ମିଳିତ ସହଯୋଗିତାରେ ସମ୍ଭବ ହୋଇପାରି ବ‌ୋଲି ସେ କହିଛନ୍ତି।