ଭଲ ଖବର : କରୋନାରୁ ୭୬ ଜଣ ହେଲେ ସୁସ୍ଥ

ଭଲ ଖବର : କରୋନାରୁ ୭୬ ଜଣ ହେଲେ ସୁସ୍ଥ

ଭଲ ଖବର : କରୋନାରୁ ୭୬ ଜଣ ହେଲେ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୬୪୭ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୧୪, ଯାଜପୁରରେ ୧୧, ଖୋର୍ଦ୍ଧାରେ ୭, ଭଦ୍ରକରେ ୬, ମୟୂରଭଞ୍ଜରେ ୫, ନୂଆପଡ଼ାରେ ୫, କଟକରେ ୪, ଦେବଗଡରେ ୪, ଝାରସୁଗୁଡ଼ାରେ ୪, ବାଲେଶ୍ୱରରେ ୩, ଅନୁଗୁଳରେ ୨, ବରଗଡ଼ରେ ୨, ସମ୍ବଲପୁରରେ ୨, ବଲାଙ୍ଗୀରରେ ୧, ଗଜପତିରେ ୧, ଗଞ୍ଜାମରେ ୧, ନୟାଗଡ଼ରେ ୧, ପୁରୀରେ ୧, ସୋନପୁରରେ ୧ ଓ ରାଜ୍ୟ ପୁଲରେ ଜଣେ ସୁସ୍ଥ ହୋଇଛନ୍ତି ।