ଭଲ ଖବର : ରାଜ୍ୟରୁ ଆଉ ୩୧୧୦ କରୋନା ଆକ୍ରାନ୍ତ ସୁସ୍ଥ

ଭଲ ଖବର : ରାଜ୍ୟରୁ ଆଉ ୩୧୧୦ କରୋନା ଆକ୍ରାନ୍ତ ସୁସ୍ଥ

ଭଲ ଖବର : ରାଜ୍ୟରୁ ଆଉ ୩୧୧୦ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୩୧୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୦୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତିତ ପୁରୀରୁ ୨୧୫, କଟକରୁ ୨୦୨, ମୟୁରଭଞ୍ଜରୁ ୧୫୪, କେନ୍ଦ୍ରାପଡାରୁ୧୩୧, ଢେଙ୍କାନାଳରୁ ୧୨୩, ବାଲେଶ୍ୱରରୁ ୧୦୩, ସମ୍ବଲପୁରରୁ ୧୦୨, ଯାଜପୁରରୁ ୧୦୦, ଗଞ୍ଜାମରୁ ୯୮, ଝାରସୁଗୁଡାରୁ ୯୫, କୋରାପୁଟରୁ ୯୫, ବରଗଡରୁ ୯୨, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୬୦, କେନ୍ଦୁଝରରୁ ୬୦, ସୁନ୍ଦରଗଡରୁ ୫୮, ରାୟଗଡାରୁ ୫୦, ଭଦ୍ରକରୁ ୪୩, ଜଗତସିଂହପୁରରୁ ୪୨, ବଲାଙ୍ଗୀରରୁ ୪୧, ନବରଙ୍ଗପୁରରୁ ୩୪, ମାଲକାନଗିରିରୁ ୩୨, ନୟାଗଡରୁ ୨୯, ଗଜପତିରୁ ୨୦, ସୋନପୁରରୁ ୨୦, ନୂଆପଡାରୁ ୧୬, ବୌଦ୍ଧରୁ ୭, ଅନୁଗୁଳରୁ ୨ ଏବଂ ଦେବଗଡରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧ ଲକ୍ଷ ୫ ହଜାର ୨୯୫ରେ ପହଞ୍ଚିଛି ।