କଳ୍ପନା ଚାୱଲାଙ୍କୁ ନାମରେ ନାମିତ ହେଲା ମହାକାଶ ଯାନ

କଳ୍ପନା ଚାୱଲାଙ୍କୁ ନାମରେ ନାମିତ ହେଲା ମହାକାଶ ଯାନ

କଳ୍ପନା ଚାୱଲାଙ୍କୁ ନାମରେ ନାମିତ ହେଲା ମହାକାଶ ଯାନ
ନ୍ୟୁୟର୍କର୍ : ପ୍ରଥମ ଭାରତୀୟ ମହିଳା ମହାକାଶଚାରୀ କଳ୍ପନା ଚାୱଲାଙ୍କ ନାମରେ ଏକ ମହାକାଶ ଯାନ ନାମିତ ହେବାକୁ ଯାଉଛି । ଆମେରିକୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ମହାକାଶ ଯାନକୁ ଚାୱଲାଙ୍କ ନାମରେ ନାମିତ କରାଯିବ । ଆମେରିକୀୟ ପ୍ରତିରକ୍ଷା କଣ୍ଟ୍ରାକ୍ଟର ନର୍ଥ୍ରପ ଗ୍ରୁମ୍ୟାନ ଏହି ସୂଚନା ଦେଇଛନ୍ତି । ଆମେରିକୀୟ ମହାକାଶ ଯାତ୍ର ଇତିହାସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସମ୍ମାନରେ ଏହି ଯାନକୁ ନାମିତ କରାଯାଇଥାଏ । ଆମେରିକୀୟ ମହାକାଶ ବିଜ୍ଞାନ ପ୍ରତି ଚାୱଲାଙ୍କ ଅବଦାନ ତଥା ପ୍ରଥମ ଭାବରେ ଏନଜି-୧୪ ସିଗ୍ନଶ ମହାକାଶ ଯାନକୁ ଏସ ଏସ କଳ୍ପନା ଚାୱଲା ନାମରେ ନାମିତ କରାଯାଇଛି ।