ଭୁବନେଶ୍ୱରରେ ପାର୍କିଂ ଚାଲାଣ କାଟିବେ କିନ୍ନର

ଭୁବନେଶ୍ୱରରେ ପାର୍କିଂ ଚାଲାଣ କାଟିବେ କିନ୍ନର

ଭୁବନେଶ୍ୱରରେ ପାର୍କିଂ ଚାଲାଣ କାଟିବେ କିନ୍ନର
ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଠାରୁ ପାର୍କିଂ ଚାଲାଣ କିନ୍ନରମାନେ କାଟିବେ । ଏନେଇ ଟିଜି ସ୍ୱୀକୃତିକୁ ସ୍ମାର୍ଟସିଟିର ୨ ପ୍ରମୁଖ ପାର୍କିଂ ଲଟ ହସ୍ତାନ୍ତର କରାଯାଇଛି । ପରୀକ୍ଷାମୂଳକଭାବେ ଆସନ୍ତା ୨ ମାସ ଯାଏଁ ୧୭ ଜଣ କିନ୍ନରଙ୍କୁ ଏଥିରେ ସାମିଲ କରାଯାଇଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ରାଜମହଲ ଛକରେ ଏହାର ଶୁଭାରମ୍ଭ କରିଛନ୍ତି ।