ମେ ୧୫ରୁ ସମୀକ୍ଷା କରିବେ ନବୀନ

ମେ ୧୫ରୁ ସମୀକ୍ଷା କରିବେ ନବୀନ

ମେ ୧୫ରୁ ସମୀକ୍ଷା କରିବେ ନବୀନ
ଭୁବନେଶ୍ୱର: ମେ ୧୫ରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ ୧୫ରୁ ୨୫ ତାରିଖ ଯାଏଁ ଏହି ସମୀକ୍ଷା ଚାଲିବ । ଏନେଇ ମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ । ସଚିବଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ବିଭାଗର ୫ଟି ଭଲ କାମ ଜଣାଇବେ । ବିଭାଗକୁ କେତେ ଲୋକାଭିମୁଖୀ କରାଯାଇ ପାରିଛି, ତାହା ମନ୍ତ୍ରୀ ଜଣାଇବେ ।