ରାଜ୍ୟରେ ଆଜି ୧୪୯ କରୋନା ସଂକ୍ରମିତ ସୁସ୍ଥ ।

ରାଜ୍ୟରେ ଆଜି ୧୪୯ କରୋନା ସଂକ୍ରମିତ ସୁସ୍ଥ ।

ରାଜ୍ୟରେ ଆଜି ୧୪୯ କରୋନା ସଂକ୍ରମିତ ସୁସ୍ଥ ।
ରାଜ୍ୟରେ ଆଜି ୧୪୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୨୮୨ରେ ପହଁଚିଛି । ତେବେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫୭ଜଣ , ଖୋର୍ଦ୍ଧାରୁ ୨୬ଜଣ, ବଲାଙ୍ଗୀରରୁ ୧୧ଜଣ, ଜଗତସିଂହପୁରରୁ ୮ଜଣ, ବାଲେଶ୍ୱର, ଯାଜପୁର ଓ ନୟାଗଡ ଜିଲ୍ଲାରୁ ୭ଜଣ ଲେଖାଏଁ , ଭଦ୍ରକ, କେନ୍ଦ୍ରାପଡା ଓ ପୁରୀରୁ ୫ଜଣ ଲେଖାଏଁ , ସୁନ୍ଦରଗଡ ଜିଲ୍ଲାରୁ ୪ଜଣ , କେନ୍ଦୁଝର ଜିଲ୍ଲାରୁ ୩ଜଣ, କଟକରୁ ୨ଜଣ ସହିତ ବୌଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।