୧୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
୧୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
admin
Jul 17, 2020 - 05:29
Updated: Jul 17, 2020 - 05:29
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮୩୨ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୬୩୫୭୫୬ ଜଣ ସୁସ୍ଥ ହୋଇଥିବାବେଳେ ୨୫୬୦୨ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ୩୪୨୪୭୩ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।
ଆନ୍ଧ୍ରପ୍ରଦେଶ : ୩୮୦୪୪
ଆସାମ : ୧୯୭୫୪
ବିହାର : ୨୧୭୬୪
ଛତିଶଗଡ଼ : ୪୭୩୨
ଦିଲ୍ଲୀ : ୧୧୮୬୪୫
ଗୋଆ : ୩୧୦୮
ଗୁଜୁରାଟ : ୪୫୪୮୧
ହରିୟାଣା : ୨୪୦୦୨
ହିମାଚଳ ପ୍ରଦେଶ : ୧୩୭୭
ଜାମ୍ମୁକାଶ୍ମୀର : ୧୨୧୫୬
ଝାରଖଣ୍ଡ : ୪୬୨୪
କର୍ଣ୍ଣାଟକ : ୫୧୪୨୨
କେରଳ : ୧୦୨୭୫
ଲଦାଖ : ୧୧୪୭
ମଧ୍ୟପ୍ରଦେଶ : ୨୦୩୭୮
ମହାରାଷ୍ଟ୍ର : ୨୮୪୨୮୧
ମଣିପୁର : ୧୭୬୪
ଓଡ଼ିଶା : ୧୫୩୯୨
ପଞ୍ଜାବ : ୯୦୯୪
ରାଜସ୍ଥାନ : ୨୭୧୭୪
ତାମିଲନାଡ଼ୁ : ୧୫୬୩୬୯
ତେଲେଙ୍ଗାନା : ୪୧୦୧୮
ତ୍ରିପୁରା : ୨୨୮୩
ଉତରାଖଣ୍ଡ : ୩୯୮୨
ଉତରପ୍ରଦେଶ : ୪୩୪୪୧
ପଶ୍ଚିମବଙ୍ଗ : ୩୬୧୧୭
୫୩୧ ଜଣ ଆକ୍ରାନ୍ତଙ୍କୁ କେଉଁ କେଉଁ ରାଜ୍ୟ ତାଲିକାଗୁଡ଼ିକରେ ଅନ୍ତର୍ଭୁକ୍ତ କରାଯିବ ତାହା ସ୍ଥିର କରାଯାଇନାହିଁ ।