୧୮ ଓ ୧୯ରେ ବଲାଙ୍ଗୀର ଓକିଲ ସଂଘର ଆନ୍ଦୋଳନ

୧୮ ଓ ୧୯ରେ ବଲାଙ୍ଗୀର ଓକିଲ ସଂଘର ଆନ୍ଦୋଳନ

୧୮ ଓ ୧୯ରେ ବଲାଙ୍ଗୀର ଓକିଲ ସଂଘର ଆନ୍ଦୋଳନ
ବଲାଙ୍ଗୀର: ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପୁନଃପ୍ରତିଷ୍ଠା ଦାବି ପୁଣି ଥରେ ଉଠିଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆସନ୍ତା ୧୮ ଓ ୧୯ରେ ଆନ୍ଦୋଳନକୁ ଓହ୍ଲାଇବ ଜିଲ୍ଲା ଓକିଲ ସଂଘ । ସେହିଦିନ ସମସ୍ତ ସରକାରୀ କାର‌୍ୟ୍ୟାଳୟକୁ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ଏହି ଦୁଇ ଦିନ ଧରି ଓକିଲ ସଂଘ ଆନ୍ଦୋଳନ କରିବ । ସେହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖାଯିବ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରାଯିବ ବୋଲି ସଂଘର ସଦସ୍ୟ କହିଛନ୍ତି ।