୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ
ଭୁବନେଶ୍ୱର: ଦେବଗଡ଼ ସିଆରିଆ ୧୮୩ନଂ ବୁଥ୍‌ରେ ଭୋଟିଂ ବେଳେ ବିଭ୍ରାଟ, କର୍ତ୍ତବ୍ୟରେ ଅବହେଳା ପାଇଁ ୨ ପୁଲିଂ କର୍ମଚାରୀ ସସପେଣ୍ଡ ହୋଇଛନ୍ତି । ସେମାନେ ହେଲେ ପ୍ରିଜାଇଡିଂ ଅଫିସର ହିମାଂଶୁ ବେହେରା ଓ ସେକ୍ଟର ଅଫିସର ବି.ଗୋପାଳକୃଷ୍ଣ ସରାଫ। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଜିଲାପାଳ ଉଭୟଙ୍କୁ ନିଲମ୍ବନ କରିଛନ୍ତି। ଉକ୍ତ ବୁଥ୍‌ରେ ଇଭିଏମ୍‌ ସହ ଭିଭିପିଏଟି ମେଶିନର ସଂଯୋଗରେ ତ୍ରୁଟି ରହିବା ଯୋଗୁ ଭୋଟଗ୍ରହଣ ବାଧାପ୍ରାପ୍ତ ହେବା ସହ ବନ୍ଦ ରହିଥିଲା।