୨୦୨୧ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ

୨୦୨୧ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ

୨୦୨୧ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ୨୦୨୧ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ ପ୍ରଥମ ପର୍ଯ୍ୟାୟରେ ପ୍ରି ଟେଷ୍ଟି ବା ପ୍ରାକ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି । ବିଏମସିର ୧୫ ନଂ ୱାର୍ଡ, ପଟ୍ଟମୁଣ୍ଡାଇ ତହସିଲ ଓ ପୁଇଁତଳାରେ ପ୍ରାକ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଗାମୀ ଜନଗଣନା ପାଇଁ କଣ ସୁବିଧା ଅସୁବିଧା ରହିଛି ତାହା ସର୍ଭେରୁ ଜଣାପଡ଼ି ବୋଲି ଜଣାଯାଇଛି ।