ଆଂଚଳିକ ଦଳ ହେବ କିଙ୍ଗ ମେକର: ନବୀନ

ଆଂଚଳିକ ଦଳ ହେବ କିଙ୍ଗ ମେକର: ନବୀନ

ଆଂଚଳିକ ଦଳ ହେବ କିଙ୍ଗ ମେକର: ନବୀନ
ଭୁବନେଶ୍ୱର: ଆଠମଲ୍ଲୀକ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତଥର ଆଂଚଳିକ ଦଳ ହେବ କିଙ୍ଗ ମେକର ବୋଲି ନବୀନ କହିଛନ୍ତି । ୨୦୧୯ରେ କେନ୍ଦ୍ରରେ କୌଣସି ଦଳର ସଂଖ୍ୟା ଗରିଷ୍ଠତା ପାଇବେନି । କେନ୍ଦ୍ରସରକାର ଗଠନରେ ଆଂଚଳିକ ଦଳର ଭୂମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।