ଆଉ ୨୪୫ ଜଣ କରୋନା ଆକ୍ରାନ୍ତ

ଆଉ ୨୪୫ ଜଣ କରୋନା ଆକ୍ରାନ୍ତ

ଆଉ ୨୪୫ ଜଣ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୪୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୯ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୧୦୬ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୯୮୬୬ରେ ପହଁଚିଛି । ୩୨୫୪୩୨ ଜଣ ସୁସ୍ଥ ହୋଇଥିବାବେଳେ ୨୫୦୫ଜଣ ଚିକିତ୍ସାଧୀନ ଅଛନ୍ତି । ଆଜି ଅନୁଗୁଳରୁ ୩୨ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୫, ବରଗଡ଼ ୧୪, ଭଦ୍ରକ ୬, ବଲାଙ୍ଗିର ୯, ବୌଦ୍ଧ ୧, କଟକ ୧୫, ଦେଓଗଡ଼ ୧, ଢେଙ୍କାନାଳ ୧, ଜଗତସିଂହପୁର ୪, ଯାଜପୁର ୧୫, ଝାରସୁଗୁଡ଼ା ୯, କଳାହାଣ୍ଡି ୩, କନ୍ଧମାଳ ୨, କେନ୍ଦ୍ରାପଡ଼ା ୮, କେନ୍ଦୁଝର ୧, ଖୋର୍ଦ୍ଧା ୧୯, ମୟୂରଭଞ୍ଜ ୧୭, ନୟାଗଡ଼ ୨, ନୂଆପଡ଼ା ୫, ରାୟଗଡ଼ା ୧, ସମ୍ବଲପୁର ୩୫, ସୋନପୁର ୧, ସୁନ୍ଦରଗଡରୁÿ ୩୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲ ୫ବୋଲି ଜଣାଯାଇଛି ।