ଆଜି ବିଶ୍ୱ ତମାଖୁ ବର୍ଜନ ଦିବସରେ କିଭଳି ତମାଖୁ ଛାଡ଼ିବେ, ଜାଣନ୍ତୁ

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସରେ କିଭଳି ତମାଖୁ ଛାଡ଼ିବେ, ଜାଣନ୍ତୁ

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସରେ କିଭଳି ତମାଖୁ ଛାଡ଼ିବେ, ଜାଣନ୍ତୁ
ତମାଖୁ ଖାଉଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ନିଜ ପାଖରେ ଆଦୌ ତମାଖୁ ରଖନ୍ତୁ ନାହିଁ । ପାଟି ଖାଲି ଖାଲି ଲାଗୁଥିଲେ ଚୁଇଙ୍ଗମ, ଅଳେଇଚ, ଲବଙ୍ଗ କିମ୍ବା ଗୁଜୁରାତି ଖାଆନ୍ତୁ । ମନ ବିଚଳିତ ହୋଉଥିଲେ, ଗୋଟିଏ ସ୍ଥାନରେ ନବସି ଚଲାବୁଲା କରନ୍ତୁ । ଦୀର୍ଘ ନିଃଶ୍ୱାସ ନିଅନ୍ତୁ ଓ ଛାଡ଼ନ୍ତୁ । ଧୀରେ କଥା ହୁଅନ୍ତୁ ଏବଂ ଫୋନରେ ପରିବାର ଲୋକଙ୍କ ସହ କଥା ହୁଅନ୍ତୁ ।